ଦୁଇ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ , ଜଣେ ଗିରଫ
by Argus News
Fri, Oct 11 | 11:30 a.m.

ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀରୁ ଦୁଇ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛ । ବିପୁଳ ପରିମାଣର ଡ୍ରଗସକୁ ନମକିନ୍ ପ୍ୟାକେଟ୍ ଭିତରେ ଲୁଚାଇ ରଖାଯାଇଥିଲା । ଗୁରୁବାର ରମେଶ ନଗର ଗୋଦାମରେ ପୋଲିସ ଚଢ଼ାଉ କରିବା ପରେ ଡ୍ରଗ୍ସ ଚୋରା ଚାଲାଣ ଧରା ପଡ଼ିଛି । ଚଟପଟା ମିକ୍ସର ପ୍ୟାକେଟ ଭିତରେ 208 କେଜି କୋକେନ ରଖାଯାଇଥିଲା ।

ଅଧିକ ପଢନ୍ତୁ : ପୁଅକୁ ଡ୍ରଗ୍ସ ଦେଇ ଚୋରି କରିବାରେ ସାହାଯ୍ୟ କରୁଥିଲା ମା'

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ 200 କେଜିରୁ ଅଧିକ କେକେନ ଜବତ କରିବା ସହ ହାପୁର ଜିଲ୍ଲାର ଅକଲାକ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି । ପ୍ରାଥମିକ ଅନୁସନ୍ଧାନରୁ  ଡ୍ରଗ୍ସ ଜଣେ ବ୍ରିଟିସ ନାଗରିକ ଏଠାରେ ଲୁଚାଇ ରଖିଥିବା ଜଣାପଡ଼ିଛି । ଅଭିଯୁକ୍ତ ଅକଲାକକୁ ପଚରାଉଚରା ପରେ ବ୍ରିଟିସ ନାଗରିକଙ୍କ ଲିଙ୍କ ସାମ୍ନାକୁ ଆସିଛି ।

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର